Surprise Me!

ବିଧାନସଭାରେ ସ୍କୁଲ ଡ୍ରପ ଆଉଟ୍ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନ, ଜବାବ ଦେଲେ ମନ୍ତ୍ରୀ

2025-11-29 1 Dailymotion

ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର । 1 ଲକ୍ଷ 83 ହଜାର 216 ଡ୍ରପ ଆଉଟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 60 ହଜାର 729 ଛାତ୍ରଛାତ୍ରୀଙ୍କୁ ଫେରାଇ ଅଣାଯାଇଛି ।

Buy Now on CodeCanyon