ପାରାଦ୍ୱୀପ ବନ୍ଦରର ରେକର୍ଡ । ଗତ ଆର୍ଥିକ ବର୍ଷ ତୁଳନାରେ 12 ଦିନ ପୂର୍ବରୁ ରେକର୍ଡ ହାସଲ କରି ଇତିହାସ ସୃଷ୍ଟି କରିଛି ବନ୍ଦର ।