Subhadra Yojana: ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ଯୋଜନା ହିତାଧିକାରୀ, ଏହି ଦିନ ମିଳିବ ଟଙ୍କା
2025-11-29 21 Dailymotion
ସୁଭଦ୍ରା ଯୋଜନାରେ ନୂଆ କରି ଯୋଡି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରକେ 2ଟି କିସ୍ତିର ଟଙ୍କା ଟ୍ରାନ୍ସଫର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।