ପୂଜା ଓ ଅମରଙ୍କ କାହାଣୀ ପରେ ବାହାର ଦେଶର ନାଗରିକମାନେ ଓଡିଶାରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଭୟ କରିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।