Surprise Me!

ନଦୀ..ସମୁଦ୍ର..ମହାସମୁଦ୍ର.. ଭଦ୍ରକ ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଆରମ୍ଭ ହେଲା ଏମିତି ରାଜନୈତିକ ବୟାନବାଜି

2025-11-30 7 Dailymotion

ଭଦ୍ରକ ବିଜେଡିରୁ ଏକାଥରକେ ତିନି ତିନି ଜଣ ବ୍ଲକ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ତାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା, କିଏ କଣ କହୁଛନ୍ତି..।

Buy Now on CodeCanyon