ସରକାର ଡେବ୍ରିଗଡ଼ ଅଭୟାରଣ୍ୟର ଇକୋ-ଟୁରିଜିମ୍ ବିକାଶ ପାଇଁ 71 କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁରୀ ଦେବା ପରେ ପର୍ଯ୍ୟଟକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।