Surprise Me!

ପୁରୀରେ ବଢୁଛି ମହିଳା ବିରୋଧୀ ଅପରାଧ: 'ଅପରେସନ ଚକ୍ର'ରେ ଉଦ୍ଧାର ହେଉଛନ୍ତି ଅପହୃତା, କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ

2025-12-02 3 Dailymotion

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଅନୁଯାୟୀ, 2023ରେ 860 ମହିଳା ନିର୍ଯାତନାର ଶିକାର । ପୁରୀ ପୋଲିସ ସୂଚନା, 3 ମାସରେ 142 ଅପହୃତ ମହିଳା ଓ ନାବାଳିକା ଉଦ୍ଧାର ।

Buy Now on CodeCanyon