ପାଞ୍ଚୋଟି ଇଭେଣ୍ଟରେ ଭାଗ ନେଇ ସବୁଥିରେ ମେଡାଲ ଜିତିଛନ୍ତି ପ୍ରତ୍ୟାଶା l ସେହିପରି ପୂର୍ବ ସଂସ୍କରଣରେ 6ଟି ଇଭେଣ୍ଟରେ ଖେଳି 6 ଟି ମେଡାଲ ଆଣିଥିଲେ l