Surprise Me!

ଶୀତୁଆ ସନ୍ଧ୍ୟାକୁ ସତେଜ କରେ ମୁନୁଭାଇଙ୍କ ଗୁଆଘିଅ ଚା', ଯିଏ ପିଉଛି ବାରମ୍ବାର ଆସୁଛି

2025-12-02 9 Dailymotion

କଟକ ବାରବାଟୀ ଷ୍ଟାଡିୟମ ନିକଟ ଉପର ପଡିଆରେ ରହିଛି ମୁନୁଭାଇଙ୍କ ଗୁଆଘିଅ ଚା' ଦେକାନ । ପ୍ରତିଦିନ ଏଥିପାଇଁ 70ରୁ 80 ଲିଟର କ୍ଷୀରର ଆବଶ୍ୟକ ପଡେ ।

Buy Now on CodeCanyon