କୁଷ୍ଠରୋଗୀ ମା' ଏବଂ ମାନସିକ ବିକୃତ ପୁଅ ଦୁଃଖ କଷ୍ଟରେ ଚଳୁଥିଲେ । ମା'ଙ୍କ ମୃତ୍ୟୁ ପରେ ପର କରିଦେଲେ ଗାଁ ଲୋକ । ଏବେ ମାନସିକ ବିକୃତ କଥା ବୁଝିବ କିଏ ?