Surprise Me!

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦୃଷ୍ଟିଶକ୍ତି, ସ୍ବାବଲମ୍ବୀ ହୋଇଛନ୍ତି ପୁରୀର 20 ଦୃଷ୍ଟିବାଧିତ ଯୁବକ-ଯୁବତୀ

2025-12-03 41 Dailymotion

ଭଗବାନ ଦୃଷ୍ଟିଶକ୍ତି ଦେଇ ନାହାନ୍ତି । ହେଲେ କଣ୍ଠରେ ବିଜେ ହୋଇଛନ୍ତି ସରସ୍ବତୀ । ନିଷ୍ଠା ଓ ପରିଶ୍ରମ ବଳରେ ଆତ୍ମନିର୍ଭରଶୀଳ ହେବା ସହ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ଦିବ୍ୟାଙ୍ଗ ଭଜନ ଗ୍ରୁପ୍।

Buy Now on CodeCanyon