ମୃତ ଯୁବକ ହେଲେ 22 ବର୍ଷିୟ ଉଦିତ ସାହୁ। ଘର ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ । କାର୍ ଦୁର୍ଘଟଣା ହେବାର କାରଣ ଅସ୍ପଷ୍ଟ।