ଯାଜପୁର ପୋଲିସ ପକ୍ଷରୁ ଜାରି ରହିଛି 'ଅପରେସନ ନାଇଟ୍ ସ୍ବିପର୍'। ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ସୂଚନା।