ଗଞ୍ଜାମ କଳା ସଂସ୍କୃତିକୁ ଚିତ୍ର ମାଧ୍ୟମରେ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିଛନ୍ତି 49 ବର୍ଷୀୟ ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ । ୧୭୦ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ ସହ ଜଙ୍ଗଲ ସୁରକ୍ଷାରେ ବ୍ରତୀ।