ପିଲାଙ୍କ ପାଠପଢ଼ାରେ ଯେଭଳି ଅବହେଳା ନହୁଏ ସେନେଇ ଶିକ୍ଷକମନଙ୍କୁ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।