୨୦୨୦ଏପ୍ରିଲରେ ତାଙ୍କରପ୍ରଥମ ଓ ଦ୍ଵିତୀୟ କେଶର ଶୁଣାଣୀ ଶେଷହୋଇଥିଲା । ଉଭୟ କେସରେ ପୀଡିତାଙ୍କୁ କ୍ଷତିପୂରଣ ଦିଆଯାଇଥିଲା । ଏହାଥିଲା ତାଙ୍କ ପାଇଁ ପ୍ରେରଣା..ପ୍ରୋତ୍ସାହନ । ସେହିଦିନଠାରୁ ମଣିଷର ଅଧିକାର ପାଇଁ ଲଢିଆସୁଛନ୍ତି ।