ଆସନ୍ତାକାଲି ବାରବାଟିରେ ଦୁଇ ଦଳର ଅଭ୍ୟାସ ସେସନ୍ ରହିଛି । ଟିମ୍ ଇଣ୍ଡିଆ ଦିନରେ ଏବଂ ଦକ୍ଷିଣ ଆଫ୍ରିକା ଫ୍ଲଡ୍ ଲାଇଟରେ ଅଭ୍ୟାସ୍ କରିବେ ।