Surprise Me!

ଜୀବନ ସହ ସଂଘର୍ଷ କରୁଛନ୍ତି ମୂର୍ତ୍ତି କାରିଗର ହରେନ୍ଦ୍ର, ଚିକିତ୍ସା ପାଇଁ ସହାୟତା ଲୋଡ଼ିଲା ପରିବାର

2025-12-08 5 Dailymotion

ସିଲିକୋସିସ ରୋଗରେ ପୀଡ଼ିତ ବାଲେଶ୍ବର ବାହାନଗା ପଥର ମୂର୍ତ୍ତି କାରିଗର ହରେନ୍ଦ୍ର ମଲ୍ଲିକ । ପୁଅର ଉତ୍ତମ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କଲେ ବାପା ।

Buy Now on CodeCanyon