ଦାବି ପୂରଣ ନହେବା ପର୍ଯ୍ୟନ୍ତ ସ୍କୁଲକୁ ଯିବୁ ନାହିଁ ବୋଲି ସଫାସଫା କହିଛନ୍ତି ଶିକ୍ଷକ ସଂଘ । ସେପଟେ ଭୁଶୁଡିବାକୁ ଲାଗିଲାଣି ଶିକ୍ଷାବ୍ୟବସ୍ଥା । ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।