୨୦୨୪ ଟି-୨୦ ବିଶ୍ବକପ ପରେ ହିଁ ଆମେ ଆସନ୍ତା ବିଶ୍ବକପ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ । ଟିମରେ ଆଗକୁ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ କହିଲେ ସୂର୍ଯ୍ୟ ।