ଛୋଟବଡ଼ ହୋଟେଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ଫାୟାର ସେଫ୍ଟି ସାର୍ଟିଫିକେଟ ନେବାକୁ ପୁରୀର ଆସିଷ୍ଟାଣ୍ଟ ଫାୟାର ଅଫିସର କହିଛନ୍ତି ।