ଦିନେ ରୋଗ ପାଇଁ ଗୁଣିଗାରେଡି, ଦିଶାରୀ ଉପରେ ନିର୍ଭର କରୁଥିବା ଏହି ଅଞ୍ଚଳର ଲୋକେ ଏବେ ଡାକ୍ତରଖାନା ମୁହାଁ ହେଉଛନ୍ତି । ଡାକ୍ତରଙ୍କ ଉପରେ ଭରସା କରୁଛନ୍ତି ।