ରାଷ୍ଟ୍ରପତିଙ୍କ ପୌତ୍ରିକ ଗ୍ରାମ ବୁଲିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ଆଦିବାସି ପରିବେଶ ଦେଖି ଖୁସି ପ୍ରକଟ କଲେ ରାଜ୍ୟପାଳ ।