ପାଖେଇ ଆସୁଛି ନୂଆବର୍ଷ । ଜିରୋ ନାଇଟ୍ ସେଲିବ୍ରେଶନ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଓ ଉତ୍ସାହ । ପୁରୀରେ ସବୁ ହୋଟେଲରେ ୯୦ ପ୍ରତିଶତ ରୁମ ବୁକିଂ ଶେଷ ।