ବାରବାଟୀକୁ ସାରା ବିଶ୍ୱ ଜାଣିଲା । କଟକବାସୀ ଏଥିପାଇଁ ବେଶ ଗର୍ବିତ । ଏହାକୁ ଆହୁରି ସୌନ୍ଦର୍ଯ୍ୟକରଣ କରାଗଲେ ସାରା ବିଶ୍ୱରେ ପ୍ରଶଂସିତ ହେବ ବାରବାଟୀ ।