ପ୍ରାୟ ଦୁଇ ମାସ ହେଲା କାଶୀନଗର ଅଞ୍ଚଳରେ 4 ଟିକିଆ ହାତୀ ପଲ ବିଭିନ୍ନ ସ୍ଥାନରେ ପଶି ଫସଲ ନଷ୍ଟ କରିବା ପରେ ଏବେ ଗୁମ୍ମା ବ୍ଲକରେ ପ୍ରବେଶ କରିଛି ।