ଜମିହରାଙ୍କୁ ବକେୟା କ୍ଷତିପୂରଣ ୧୨ଲକ୍ଷ ୧୫ହଜାର ୭୦୪ଟଙ୍କା ପ୍ରଦାନ କରାଯିବା ପରେ ଗାଡି ଓ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଖୋଲାଗଲା ସିଲ୍।