ଦୁର୍ଘଟଣା ଛଡାଇ ନେଲା ଗୋଡ଼; ଭାଙ୍ଗିଲାନି ମନୋବଳ, ଚମ୍ପିଆନ୍ ସୁଟର ବନିଲେ ସୁକାନ୍ତ
2025-12-11 259 Dailymotion
ଦୃଢ଼ ଇଚ୍ଛା ଶକ୍ତିର ଜୀବନ୍ତ ଉଦାହରଣ ସମ୍ବଲପୁରର ସୁକାନ୍ତ ସାହୁ । ଦୁର୍ଘଟଣାରେ ଗୋଡ଼ ହରେଇ ମଧ୍ୟ ଜାତୀୟ ସ୍ତରୀୟ ସୁଟିଂ ପ୍ରତିଯୋଗିତାରେ ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।