ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ ରୋଗରେ ପୀଡ଼ିତ ଥିଲେ କେନ୍ଦ୍ରାପଡ଼ାର ବିଶ୍ୱ ଭୂଷଣ ରାଉତ । ତିନିଟି ଜଟିଳ ଅସ୍ତ୍ରୋପଚାର ପରେ, ସେ ଏକ ନୂତନ ଜୀବନ ଲାଭ କରିଛନ୍ତି ।