ଭତରା ଅଞ୍ଚଳର ପିଏଚଡିର ପାଣି ପାଇପ ଫାଟିଯିବାରୁ ଖଳାରେ ଥିବା ପ୍ରାୟ 700 ଶହ ବସ୍ତା ଧାନ ଭିଜି ଯାଇଛି l ସମ୍ପୂର୍ଣ୍ଣ କ୍ଷତି ପୂରଣ ଦାବୀ କଲେ କ୍ଷତିଗ୍ରସ୍ତ ଚାଷୀ।