Surprise Me!

ସମ୍ବଲପୁରରେ ଚାଷୀଙ୍କ ଟୋକନ ସମସ୍ୟା; ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

2025-12-12 0 Dailymotion

ଚାଷୀଙ୍କ ଏହି ଆନ୍ଦୋଳନ ଦ୍ୱାରା ସମ୍ବଲପୁର-ବରଗଡ଼, ସମ୍ବଲପୁର-ଦେବଗଡ଼, ସମ୍ବଲପୁର-କଟକ ଓ ସମ୍ବଲପୁର-ସୁବର୍ଣ୍ଣପୁର ରାସ୍ତାରେ ହଜାର ହଜାର ମାଲବାହୀ ଗାଡି ଅଟକି ରହିଛି l

Buy Now on CodeCanyon