ରାଜ୍ୟର ଉଭୟ ଜଳସେଚିତ ଓ ଅଣ ଜଳସେଚିତ ଅଞ୍ଚଳଗୁଡିକରେ ଆଡ଼ିବନ୍ଧ ନିର୍ମାଣ କରାଯାଇ ଜଳ ସଂରକ୍ଷଣ ସହ ସଠିକ ପରିଚାଳନା କରାଯିବ। ଚାଷ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରାଯାଇ ପାରିବ।