ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଣ ସମୁଦ୍ରକୂଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେଲା ଇକୋ ରିଟ୍ରିଟ୍ର ସପ୍ତମ ସଂସ୍କରଣ ।