Surprise Me!

ମାଟ୍ରିକ ପରୀକ୍ଷା; ସବୁ କେନ୍ଦ୍ରରେ ଲାଗିବ CCTV, ପ୍ରଶ୍ନପତ୍ରର 2 ସାଇଟରେ ରହିବ ୱାଟର ମାର୍କ୍

2025-12-13 8 Dailymotion

ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର କଡା ଆଭିମୁଖ୍ୟ । ପ୍ରଥମ ଥର ପାଇଁ ସବୁ କେନ୍ଦ୍ରରେ ଲାଗିବ ସିସିଟିଭି । ପ୍ରଶ୍ନପତ୍ର ବୁହା ଗାଡିରେ ଲାଗିବ ଜିପିଏସ୍ ଟ୍ରାକର ।

Buy Now on CodeCanyon