ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ତିନି ଥାକିଆ ଗତିଶୀଳ ମୁଭିଂ ଷ୍ଟାଣ୍ଡ ଭଳି ଏସ୍କେଲେଟର ବ୍ୟବସ୍ଥା କରିବାକୁ ପ୍ରକଳ୍ପରେ ଦର୍ଶାଇଛନ୍ତି ନବମ ଶ୍ରେଣୀ ଛାତ୍ର ଆଶୁତୋଷ ପାତ୍ର ।