Surprise Me!

ଉଦ୍ଧାର ହେଲା ହାତୀ ରାମୁ ର କଙ୍କାଳ, ଆଗାମୀ ଦିନରେ ଗବେଷଣାରେ ଲାଗିବ ଏସବୁ ଅସ୍ଥି

2025-12-13 7 Dailymotion

ମାଟି ଖୋଳି ମୃତ ହାତୀ ରାମୁ ର ହାଡ ବାହାର କରିବାକୁ ଲାଗିଥିଲେ 25 ଜଣିଆ ଦଳ। ଯେଉଁଥିରେ ଏମ୍ସ ମେଡିକାଲର ଫରେନସିକ ଏକ୍ସପର୍ଟଙ୍କ ସହ ଉପସ୍ଥିତ ଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ।

Buy Now on CodeCanyon