'ପିସିସି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ପଦରେ ନଜର, ରାହୁଲଙ୍କ ବୟସ ଏବଂ କାର୍ଯ୍ୟକ୍ରମ ପ୍ରଶ୍ନବାଚୀ ସୃଷ୍ଟି କରୁଛି'
2025-12-15 15 Dailymotion
କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ମହମ୍ମଦ ମୋକିମ । ସୋନିଆ ଗାନ୍ଧିଙ୍କୁ ଅସନ୍ତୋଷ ଭରା ଚିଠି ଲେଖିଥିଲେ । ଭକ୍ତ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ।