Surprise Me!

ଆସନ୍ତା 21ରେ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

2025-12-16 1 Dailymotion

କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । ଏହି ସମ୍ପର୍କରେ ଆଲୋଚନା ଚାଲିଛି ଏବଂ ପ୍ରସ୍ତାବ ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

Buy Now on CodeCanyon