Surprise Me!

ଅଂଶୁମାନଙ୍କ ନିଆରା ଗଣନାଯନ୍ତ୍ର AP Calculator; ଗଣିତରୁ ବିଜ୍ଞାନ ସବୁ ଫର୍ମୁଲାର ହିସାବ କରିପାରେ

2025-12-16 210 Dailymotion

ଏହି କାଲକୁଲେଟର ଗଣିତର ସୂତ୍ର କହିଦିଏ, ଭୁଲି ଯାଇଥିବା ଫର୍ମୁଲା ମନେ ପକେଇ ଦିଏ । ଗଣିତରୁ ପଦାର୍ଥ ବିଜ୍ଞାନ, ନିର୍ମାଣ କାର୍ଯ୍ୟରୁ ବ୍ୟାବସାୟିକ କାର୍ଯ୍ୟର ସବୁ ହିସାବ ଏହି କାଲକୁଲେଟରରେ ହୋଇଥାଏ ।

Buy Now on CodeCanyon