ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା । ସରକାରଙ୍କୁ ନବୀନଙ୍କ ସମାଲୋଚନା । ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 10 ଡିସେମ୍ବରରେ ଘଟିଥିଲା ଘଟଣା ।