ପାରା ଆଥଲେଟ କମଳାକାନ୍ତଙ୍କ ସଂଘର୍ଷ ରଥର ସାରଥି ତାଙ୍କ ବଡ ଭଉଣୀ । ନିଜେ ବାହା ନହୋଇ ଭାଇର ଭବିଷ୍ୟତ ପାଇଁ ଲାଗିପଡିଛନ୍ତି ।