Surprise Me!

ମାଲକାନଗିରି ହିଂସା; ଘଟଣାସ୍ଥଳରେ BJD ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସ୍ଥିତି ସମୀକ୍ଷା

2025-12-17 0 Dailymotion

ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ MV-26 ଓ ରାଖେଲଗୁଡାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି । ତୃଣମୂଳ ସ୍ତରରେ ସ୍ଥିତି ଅନୁସନ୍ଧାନ କରି ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବ ଟିମ୍ ।

Buy Now on CodeCanyon