ନିଜ କଳା ସଂସ୍କୃତିକୁ ନେଇ ସୁଗ୍ରୀବଙ୍କ ଆଖିରେ ଅନେକ ସ୍ୱପ୍ନ । ଜୁଆଙ୍ଗ କଳାର ଅପରୂପ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସେ ରଙ୍ଗତୁଳୀକୁ କରିଛନ୍ତି ମାଧ୍ୟମ ।