ସରକାରଙ୍କ ପକ୍ଷରୁ ଖଟ, ଶେଜ ଓ ୱାସିଂ ମେସିନ ସବୁ କିଛି ଯୋଗାଇ ଦିଆଯାଇଛି । ହେଲେ ସ୍ଥାନ ଅଭାବରୁ ସେଗୁଡିକ ଅବ୍ୟବହୃତ ହୋଇ ପଡ଼ିରହିଛି ।