କମିବ କି MLAଙ୍କ ଦରମା ? ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ବିଜେପି ବିଧାୟକ
2025-12-18 6 Dailymotion
ଲୋକମତକୁ ସମ୍ମାନ ଜଣାଇ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ମୁଖ୍ୟନ୍ତ୍ରୀଙ୍କୁ ନିବେଦନ କଲେ ବିଜେପି ବିଧାୟକ । ସେପଟେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ।