ପିଟି ଉଷା ତାଙ୍କ ପ୍ରେରଣା, ଏବେ ଗଢୁଛନ୍ତି ଯୁବପିଢ଼ିଙ୍କ ଭବିଷ୍ୟତ, ଆଥଲେଟରୁ ମେଣ୍ଟର ଦୌଡ଼ରାଣୀ ରେଖା ଦେ ...
2025-12-18 84 Dailymotion
ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ 15 ଜଣଙ୍କୁ ମାଗଣା କୋଚିଂ ଦେଉଛନ୍ତି 48 ବର୍ଷୀୟା ଆଥଲେଟ୍ ଏବଂ କୋଚ୍ ରେଖା ଦେ । 6ଟି ଜାତୀୟ ଏବଂ 3ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପାଇଛନ୍ତି ସଫଳତା ।