ଖଣ୍ଡଗିରିରୁ କଳିଙ୍ଗନଗର ଛକ ଯାଏଁ NH ଦୁଇ କଡରେ 3 ଲେନ ଲେଖାଏଁ ସର୍ଭିସ ରୋଡ଼ କରାଯିବ । ଗୋଟିଏ ଲେନ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ l