ତୁର୍କେଲ ତେଲନଦୀ ଉପରେ ପୋଲ ନିର୍ମାଣ ଦାବିରେ ଆଜିକୁ ୭ ଦିନ ହେଲା ତୁର୍କେଲଠାରେ କଂଗ୍ରେସ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବା ବେଳେ ବିଜେଡି ପକ୍ଷରୁ ମାଣିଙ୍ଗଠାରେ ଧାରଣା ଦିଆଯାଇଛି।