ଲକ୍ଷ୍ୟ ଭାରତ ମା'ର ସେବା: ସେନାରେ ଭର୍ତ୍ତି ପାଇଁ ମାଗଣା କୋଚିଂ, 4 ବର୍ଷରେ 40 ଜଣଙ୍କୁ ସଫଳତା, ଛୁଟିରେ ଆସି ଟ୍ରେନିଂ ଦିଅନ୍ତି ଯବାନ
2025-12-18 9 Dailymotion
ବାଲେଶ୍ୱରର କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ ପୂର୍ବତନ ସେନା କର୍ମଚାରୀଙ୍କ ଦ୍ୱାରା ପ୍ରତିଷ୍ଠିତ । ଯେଉଁଠି ଯୁବକ ଯୁବତୀଙ୍କୁ କେଚିଂ ଏବଂ ଟ୍ରେନି ସମ୍ପୂର୍ଣ୍ଣ ମାଗଣା ଦିଆଯାଏ ।