ଭୁବନେଶ୍ୱରରେ ଆୟୋଜିତ 'ନମନ'ରେ ସାମିଲ ହେଲେ ବଲିଉଡ ଅଭିନେତା ଅରବାଜ ଖାନ। ଏହି ସମୟରେ ସେ ଓଲିଉଡର ଖୁବ ପ୍ରଶଂସା କରି 100 କୋଟି ବଜେଟ ଫିଲ୍ମ ନିର୍ମିିତ ହୋଇପାରେ କହିଛନ୍ତି ।